ଏକାଧିକ ବୋର୍ଡ

ଆମ ଦେଶର ସାମର୍ଥ୍ୟ ଏହାର ବିବିଦ୍ଧତା ଭିତରେ ପଡି ରହିଛି, ବିଭିନ୍ନ ଆକାର ବିଶିଷ୍ଟ ଭାଷା-ସାମାଜିକ ପୃଷ୍ଠଭୂମି ଏବଂ ପିଲାମାନଙ୍କୁ ଗୋଟିଏ ନିର୍ଦ୍ଧିଷ୍ଠ ଗଢଣ ଢଙ୍ଗରେ ଲାଳନପାଳନ କରିବା ଯାହା ସେମାନଙ୍କର ପରିଚୟ ସୃଷ୍ଟି କରେ। ତେଣୁ, ପ୍ରକୃତ ବିକାଶ ପାଇଁ ଏହା ଅତ୍ୟାବଶ୍ୟକ ଯାହା ଛାତ୍ରଛାତ୍ରୀମାନଙ୍କୁ ସୁନ୍ଦର ଭାବେ ସଜାଡ଼ି ପାରିବ। ଏହା ଅବଗତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୀତି ପ୍ରସ୍ତୁତ କରିବାକୁ ସ୍ୱତନ୍ତ୍ରତା ରହିଛି। ସେଥିପାଇଁ, ରାଜ୍ୟ ରାଜ୍ୟ ମଧ୍ୟରେ ନିୟମ ଏବଂ ପାଠ୍ୟସୂଚୀରେ ପାର୍ଥକ୍ୟ ଥାଏ... ଏହା ହିଁ ବିଭିନ୍ନ ଶିକ୍ଷା ବୋର୍ଡ଼କୁ ଜନ୍ମ ଦିଏ। ବିଭିନ୍ନ ଶିକ୍ଷା ବୋର୍ଡ଼ର ବିଷୟ ଗୁଡିକରେ ଭିନ୍ନତା ଅଛି,ଶିକ୍ଷା ଦେବାକୁ ଭିନ୍ନ ବୋର୍ଡ଼ ବିଭିନ୍ନ ଉପାୟରେ ସଂଶ୍ଲିଷ୍ଟ ହୁଅନ୍ତି ।

ଉଦାହରଣ, ପଶ୍ଚିମ ବଙ୍ଗରେ ବିଜ୍ଞାନକୁ ଜୀବ ବିଜ୍ଞାନ ଏବଂ ଭୌତିକ ବିଜ୍ଞାନରେ ଭାଗ କରାଯାଇଛି ଯାହା ଅର୍ଥ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷା ବୋର୍ଡ଼ର ଦୁଇଟି ବିଜ୍ଞାନ ପତ୍ର ପାଇଁ ପ୍ରଦର୍ଶନ କରିବେ। କିନ୍ତୁ ଭାରତର ବଳକା ଜାଗାରେ ଛାତ୍ରଛାତ୍ରୀମାନେ ଗୋଟିଏ ବିଜ୍ଞାନ ପତ୍ରର ପରୀକ୍ଷା ଦିଅନ୍ତି ଯାହା ୧୦୦ମାର୍କ ଅଟେ..ଏକାଭଳି ଓଡ଼ିଶାରେ ଛାତ୍ରଛାତ୍ରୀମାନେ ୩ଟି ଭାଷା ଅଧ୍ୟୟନ କରିବାକୁ ବାଧ୍ୟ ଅଟନ୍ତି; ଇଂରାଜୀ ଓ ଓଡ଼ିଆ ବାଧ୍ୟତାମୂଳକ ଅଟେ ଏବଂ ଛାତ୍ରଛାତ୍ରୀମାନେ ହିନ୍ଦି ଓ ସଂସ୍କୃତ ମଧ୍ୟରୁ ଯେ କୌଣସି ଗୋଟିଏ ବାଛି ପାରିବେ। ତେଣୁ, ପ୍ରଶ୍ନ ଉଙ୍କି ମାରେ...ଏମିତି କିଛି ମଞ୍ଚ ଅଛି କି ଯାହା ଏହି ଭଳି ସମସ୍ତ ପରିସ୍ଥିତି ପାଇଁ ଯତ୍ନଶୀଳ?

ହଁ, ଜ୍ଞାନସ୍ରୋତା! ଏହାର ସଙ୍କେତ ଶବ୍ଦ 'ସକସେସ ସବ୍ କେ ହାଥ', ଏହି ନାରାରେ ଆଗକୁ ଆସୁଛି। ଏହା ନୁହେଁ କି?

ବର୍ତ୍ତମାନ ଆମେ ୯ଟି ଭିନ୍ନ ଭାଷାରେ ୧୪ଟି ବୋର୍ଡ଼ ସଂସ୍ପର୍ଶରେ ଆସୁଅଛୁ। ଜ୍ଞାନସ୍ରୋତା ଏହି ସବୁ ତଥ୍ୟର ଯତ୍ନ ନିଏ କାରଣ ଏହା କେବଳ ପ୍ରତ୍ୟେକ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟାୟନ କରେ ନାହିଁ ବରଂ ଏହାର ଶିକ୍ଷାପ୍ରଣାଳୀକୁ ମୂଲ୍ୟାୟନ କରେ।

ଫଳସ୍ୱରୂପ, ଜଣେ ଛାତ୍ର ତାର ଶିକ୍ଷା ବୋର୍ଡ଼ ବାଛେ, ଜ୍ଞାନସ୍ରୋତା ତା' ପାଇଁ ପାଠ୍ୟସୂଚୀ ଆଣେ।ଏହା ବିଦ୍ୟାଳୟ ଅଧ୍ୟୟନର ଦିଗ ଅନୁସାରେ ସେହି ସମାନ ପାଠ୍ୟସୂଚୀ ଅଟେ।