ଏକାଧିକ ଭାଷା

"ନିଜ୍ ଭାଷା ଉନ୍ନତିହେ, ସବ୍ ଉନ୍ନତି କୋ ମୁଲ୍।
ବିନ୍ ନିଜ୍ ଭାଷା ଜ୍ଞାନକେ, ମିତତ୍ ନ ହିୟେ କୋ ସୁଲ୍।"

ଉକ୍ତ ପଂକ୍ତି ମାଧ୍ୟମରେ ଭର୍ତ୍ତେନ୍ଦୁ ହରିଚ୍ଚନ୍ଦ୍ର ମାତୃଭାଷା ର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି । ଏହାକୁ ଭିତ୍ତିକରି ପରବର୍ତ୍ତୀ ସମୟରେ 22ଟି ଆଧୁନିକ ଭାଷା ସାମ୍ବିଧାନିକ ଭାଷାରୂପେ ମାନ୍ୟତା ପାଇଥିଲା।

ଭାରତ ବିଶ୍ୱର ଦ୍ବିତୀୟ ବୃହତ୍ ଇଂରାଜୀଭାଷୀ ଦେଶ ହୋଇପାରେ,କିନ୍ତୁ ଏହି ବିଶ୍ବଭାଷାର ଜ୍ଞାନ ଅନ୍ୟ ଭାରତୀୟ ଭାଷା ଆଡ଼କୁ ବର୍ଣ୍ଣବୈଷମ୍ୟ ମନୋଭାବ ସୃଷ୍ଟି କରିବାକୁ ଅନୁମତି ଦେଇ ପାରେନାହିଁ ।ଏହା ପରେ ମଧ୍ୟ,ଅଧିକାଂଶ ଭାରତୀୟ ବିଦ୍ୟାର୍ଥୀ ଦେଶୀୟ ଭାଷାରେ ଏପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି,ଜ୍ଞାନସ୍ରୋତା କେବଳ ଇଂରାଜୀକୁ ଅନୁଦେଶର ମାଧ୍ୟମରୂପେ କେନ୍ଦ୍ରୀଭୂତ କରେନାହିଁ । ଏହିପରି ଅଧିକାଂଶ ବିଦ୍ୟାର୍ଥୀଙ୍କୁ ଏଡୁଟେକର ସୁବିଧା ଉପଭୋଗ କରିବାରୁ ବଞ୍ଚିତ କରେ ।

ବର୍ତ୍ତମାନ ଏହାକୁ ନିରୀକ୍ଷଣ କରାଯାଉ, ଜ୍ଞାନସ୍ରୋତାର R&D ସେଲକୁ ଅଧିକାଂଶ ସମୟ ଦେଖିବାକୁ ମିଳିଛି ।ଯେତେବେଳେ ବିଦ୍ୟାର୍ଥୀମାନେ ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଅତିକ୍ରମ କରନ୍ତି, ସେମାନଙ୍କର ଭାଷାମାର୍ଗ ଦେଶୀୟ ଭାଷାରୁ ଇଂରାଜୀ ଭାଷାକୁ ପରିବର୍ତିତ ହୁଏ । ଯଦିଓ ଏହା ଚିନ୍ତାଧାରାର ଉଜ୍ଜ୍ବଳତାକୁ ସୂଚାଉଛି ତଥାପି ଏହା ଶୈକ୍ଷିକ ଫଳାଫଳକୁ ଏକ ଗଭୀର କ୍ଷତ ପହଞ୍ଚାଉଛି ।

ଏହି ଅସୁବିଧା ଦୂରେଇବାକୁ,ଜ୍ଞାନସ୍ରୋତା ଉଚ୍ଚ ମାଧ୍ୟମିକ ଶିକ୍ଷାର୍ଥୀଙ୍କ ପାଇଁ ଉଭୟ ଦେଶୀୟ ତଥା ଇଂରାଜୀ ଭାଷାରେ ପାଠ୍ୟକ୍ରମ ଯୋଗାଇଦିଏ । ତେଣୁ ସେମାନେ ତୁଳନା କରି ଶବ୍ଦକୋଷ ଦକ୍ଷତାକୁ ଛାଡିପରନ୍ତି ନାହିଁ । ଏହିପରି ଏମାନେ ଶ୍ରେଣୀ ଭିତରେ ଅଧିକ ଅତ୍ମବିଶ୍ୱାସୀ ହୁଅନ୍ତି ।

ମୋଟ ଉପରେ,ବିଶ୍ୱର ଅଧିକାଂଶ ଖ୍ୟାତିସମ୍ପନ୍ନ ଭାରତୀୟବିଦ୍ଵାନ ନିଜର ଶିକ୍ଷା କୌଣସି ଏକ ଦେଶୀୟଭାଷାରୁ ଆରମ୍ଭ କରିଛନ୍ତି । ଯଦି ତୁମେ ତାଙ୍କ ହୃଦୟ ନିକଟରେ ପହଞ୍ଚିବାକୁ ଚାହୁଁଛ ତେବେ ତାଙ୍କ ଭାଷାରେ କଥାହୁଅ ।